ନୂଆଦିଲ୍ଲୀ,୨୯ା୯: ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ହିଂସା ବଢ଼ିଥିବାରୁ କେନ୍ଦ୍ର ସରକାର ଭାରତ-ପାକ୍ ସୀମାରେ ଥିବା ତାରବାଡ଼ର ଉନ୍ନତୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁପ୍ରବେଶ ଉପରେ ନଜର ରଖିବା…