brother and sister in critical condition

୧୫ ଫୁଟ ତଳକୁ ଖସିଲା ବାଇକ୍‌, ଭଉଣୀ-ଭାଇ ଗୁରୁତର

ମୋହନା,୧୪ା୫(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତା ଉପରୁ ୧୫ ଫୁଟ ତଳକୁ ଏକ ବାଇକ୍‌ ଖସିପଡ଼ିବାରୁ ଭଉଣୀ-ଭାଇ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ…

5 hours ago