ଲଣ୍ଡନ୍,୧୦ା୭: ଜୁଲାଇ ୪ରେ ଅନୁଷ୍ଠିତ ବ୍ରିଟେନ୍ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ଲିସେଷ୍ଟର ଇଷ୍ଟ୍ ସଂସଦୀୟ ଆସନରେ ବିଜୟୀ ହୋଇଛନ୍ତି। କଞ୍ଜରଭେଟିଭ୍ ପାର୍ଟିରୁ ଲଢ଼ିଥିବା ଗୁଜରାଟୀ…