ଝିଅକୁ କନ୍ୟା ବେଶରେ ଦେଖି ଭାବପ୍ରବଣ ହୋଇଗଲେ ପିତା: ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଭାବପ୍ରବଣ କରିଥାଏ। ଆଜିକାଲି ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପିତା ନିଜ ଝିଅକୁ ପ୍ରଥମ ଥର ପାଇଁ କନ୍ୟା ରୂପେ ଦେଖୁଛନ୍ତି।...