ଟ୍ରମ୍ପଙ୍କୁ ଆଉ ଏକ ଝଟ୍କା: ଆମେରିକାକୁ AIରେ ଶୀର୍ଷରେ ପହଞ୍ଚାଇଥିବା ଏହି ଭାରତୀୟ ବଂଶୋଦ୍ଭବ ଦେଲେ ଇସ୍ତଫା ଓ୍ବାଶିଂଟନ,୭ା୬: ଟ୍ରମ୍ପ ପ୍ରଶାସନର ଅନ୍ୟତମ ପ୍ରମୁଖ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ପ୍ରଯୁକ୍ତି ପରାମର୍ଶଦାତା ଶ୍ରୀରାମ କ୍ରିଷ୍ଣନ୍ ହ୍ବାଇଟ୍ ହାଉସ୍ରେ ତାଙ୍କ ଚାକିରି ଛାଡ଼ିବାକୁ ଯାଉଛନ୍ତି। ଗତ ୧୮ ମାସ ଧରି ସେ କୃତ୍ରିମ ବୁଦ୍ଧିମତ୍ତା (AI) ରଣନୀତି ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ…