Tag Archives: Bilawal Bhutto

କୁମ୍ଭୀର କାନ୍ଦଣା କାନ୍ଦି ଫେରିଥିବା ବିଲାଓ୍ବଲଙ୍କୁ ଶହବାଜ କଲେ ଖୁବ ପ୍ରଶଂସା, ହେଲେ ମୋଦିଙ୍କୁ ନେଇ କହିଲେ…

ଇସଲାମାବାଦ,୨୪।୬: ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସୋମବାର (ଜୁନ ୨୩, ୨୦୨୫) ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜରଦାରୀ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ କୂଟନୈତିକ ପ୍ରତିନିଧିମଣ୍ଡଳର ପ୍ରଶଂସା କରିଛନ୍ତି, ଯେଉଁମାନେ ସାରା ବିଶ୍ୱରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର…

ପାକିସ୍ତାନର ଯୁଦ୍ଧ ଧମକ: ଭଲରେ ପାଣି ଦିଅ ନହେଲେ… ଭାରତକୁ ଚେତାବନୀ ଦେଲେ ବିଲାୱାଲ ଭୁଟ୍ଟୋ

ଇସଲାମାବାଦ, ୨୩।୬: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱାଲ ଭୁଟ୍ଟୋ ସୋମବାର ଚେତାବନୀ ଦେଇଛନ୍ତି ଯେ, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲୁଟି) ଅନୁଯାୟୀ ପାକିସ୍ତାନକୁ ତା’ ଅଂଶର ପାଣି ଦେବାକୁ…

ପାକିସ୍ତାନ ମନ୍ତ୍ରୀଙ୍କ ସହ ରହିଛି ଶଶି ଥରୁରଙ୍କ ସମ୍ପର୍କ! ପାକ୍‌ ଖବରଦାତା କହିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୯।୫: ଅପରେଶନ ସିନ୍ଦୂର ପରେ, ଭାରତ ସାରା ବିଶ୍ୱରେ ନିଜର ମତାମତ ଉପସ୍ଥାପନ କରିବା ପାଇଁ ସର୍ବଦଳୀୟ ଦଳ ଗଠନ କରିଛି। ଏଥିରେ କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ଦଳ ଚାଲିଛି। ଏହି ପ୍ରସଙ୍ଗଟି ଭାରତ ଏବଂ ପାକିସ୍ତାନରେ…

India-Pakistan War: ଧମକ ଦେଇ ଛାନିଆ ବିଲାୱଲ, ଭାରତକୁ ମାଗିଲେ ସାହାଯ୍ୟ!

ଇସଲାମବାଦ,୬।୫: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ-ଜାରଦାରୀ ପୂର୍ବରୁ ଭାରତକୁ ସିନ୍ଧୁ ନଦୀରେ ରକ୍ତ ବହିବ ବୋଲି ଧମକ ଦେଇଥିବା ବେଳେ, ମଙ୍ଗଳବାର ସେ ଭାରତ ସହ ଶାନ୍ତି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏପ୍ରିଲ ୨୨ରେ ଜମ୍ମୁ…

ପୁଣି ଧମକାଇଲା ପାକିସ୍ତାନ, କହିଲା ସିନ୍ଧୁ ନଦୀରେ ରକ୍ତ ବୁହାଇବୁ, Bilawal Bhuttoଙ୍କ ଯୁଦ୍ଧ ଧମକୁ ନେଇ ଚର୍ଚ୍ଚା

ଇସଲାମାବାଦ,୨।୫: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି। ସେ…

ନିଜ ଭୁଲକୁ ସ୍ବୀକାର କରୁଛନ୍ତି ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ, କହିଲେ ଆମେ ଆତଙ୍କବାଦୀଙ୍କୁ ପାଳି…

ଇସଲାମାବାଦ,୨।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋଙ୍କ ବୟାନ ସାମ୍ନାକୁ ଆସିଛି। ଆତଙ୍କବାଦ ଉପରେ ଖ୍ବାଜା ଆସିଫଙ୍କ ବୟାନକୁ ବିଲାୱଲ ଭୁଟ୍ଟୋ ନିଶ୍ଚିତ କରିଛନ୍ତି। ପହଲଗାମ ଆକ୍ରମଣ ପରେ ଖ୍ବାଜା…

ଧମକ ଦେବା ପରେ ଥରିଲେ ବିଲାୱଲ, କହିଲେ ପାକିସ୍ତାନୀଙ୍କ ଭାବନା କହୁଥିଲି…

ଲାହୋର, ୧।୫: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜାର୍ଦାରୀ ତାଙ୍କର ବିବାଦୀୟ ‘ଇଣ୍ଡସ ନଦୀରେ ଜଳ ନ ହେଲେ ରକ୍ତ ବହିବ’ ବୟାନ ଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି।…

‘ଜବାବ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ, ଯଦି ରକ୍ତପାତ ହେବ ତ…’, ବିଲାଓ୍ବଲ ଭୁଟ୍ଟୋଙ୍କୁ ଥରୁରଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୮।୪: ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, ‘ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ ପ୍ୟାଟର୍ନ ଅଛି।’ ଲୋକମାନଙ୍କୁ ସୀମା ଆରପାରିରୁ ଉତ୍ସାହିତ କରାଯାଇଥାଏ, ତାଲିମ ଦିଆଯାଇଥାଏ, ଅସ୍ତ୍ରଶସ୍ତ୍ର ଦିଆଯାଇଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?