ମୁଁ ଶ୍ରେୟାସ ଆୟରଙ୍କ ପିଲାର ମା’: ଅଭିନେତ୍ରୀଙ୍କ ଦାବି ଶୁଣି କ୍ରିକେଟର୍ ଜଗତରେ ହଲ୍ଚଲ୍ ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟର୍ ଶ୍ରେୟସ ଆୟର ଜଣେ ଦମ୍ଦାର କ୍ରିକେଟର୍ ଭାବେ ଜଣାଶୁଣା। ତାଙ୍କର ଖେଳିବା ଶୈଳୀ ବହୁତ ଅନନ୍ୟ ଏବଂ ସେ ତାଙ୍କ ଅଧିନାୟକତ୍ୱରେ କ୍ରିକେଟ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ତାଙ୍କ ପ୍ରଶଂସକଙ୍କ ତାଲିକାରେ ବିଗ-ବସ ୧୮ର ଜଣେ...