ନିଜର Best playing XI ବାଛିଲେ ଚେତେଶ୍ୱର ପୂଜାରା; ବାଦ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ,୧୯।୧୦: ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ଯାଉଛି। ଏହି ଗସ୍ତ T20 ମ୍ୟାଚରୁ ଆରମ୍ଭ ହୋଇ ଦିନିକିଆ (ODI) ମ୍ୟାଚଗୁଡ଼ିକ ପର୍ଯ୍ୟନ୍ତ ଚାଲିବ, କିନ୍ତୁ ଏବେଠାରୁ ହିଁ ଟେଷ୍ଟ ସିରିଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ଯାହା ଗସ୍ତର…

