ରାତି ଗୋଟାଏରେ ସ୍ତ୍ରୀଙ୍କୁ ପରପୁରୁଷ ସହ ଦେଖି ଗଳାକାଟି ଦେଲେ ସ୍ବାମୀ: କଟା ମୁଣ୍ଡ ଧରି… ବେଙ୍ଗାଲୁରୁ,୧୨।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଅନେକାଲ ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ଶଙ୍କର ତାଙ୍କ ପତ୍ନୀ ମନସା (୨୬)ଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ରାତି ୧ଟାରେ ତାଙ୍କ କଟା ମୁଣ୍ଡ ନେଇ...