ଫସିଲେ ସୋନୁ ନିଗମ ବେଙ୍ଗାଲୁରୁ:ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ବେଙ୍ଗାଲୁରୁରେ ନିଜର ଏକ କନସର୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି କନସର୍ଟରେ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଶନିବାର ବେଙ୍ଗାଲୁରୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ...