ନୂଆଦିଲ୍ଲୀ,୩ା୩: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବେଲଜିୟମ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ଭେଟିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଏହି ବୈଠକକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି…