ଆର୍ଥିକ ବର୍ଷ ୨୫ରେ ବ୍ୟାଙ୍କ ଠକେଇ ତିନି ଗୁଣା ବୃଦ୍ଧି ପାଇ ୩୬,୦୧୪ କୋଟି ଟଙ୍କା: RBI ମୁମ୍ବାଇ,୨୯।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ୧୯୪% ବୃଦ୍ଧି ପାଇ ପ୍ରାୟ ତିନି ଗୁଣ ହୋଇ ୩୬,୦୧୪ କୋଟି ଟଙ୍କାକୁ ପହଞ୍ଚିଛି। ଗତ ଆର୍ଥିକ...