Bangladesh

ବାଂଲାଦେଶରୁ ଗର୍ଭବତୀ ମହିଳା ତାଙ୍କ ପିଲା ସହ ଭାରତ ଯାତ୍ରା କରିପାରିବେ, ମାନବିକତା ଦୃଷ୍ଟିରୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧୨: ସୁପ୍ରିମକୋର୍ଟ ମାନବିକତା ଦୃଷ୍ଟିରୁ ବାଂଲାଦେଶର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ସୂଚନା ଅନୁଯାୟୀ,…

3 days ago

ବାଂଲାଦେଶରେ ଦ୍ରୁତ ଗତିରେ ବଢିଚାଲିଛନ୍ତି ‘ଅଣ୍ଡର ଓ୍ବାର୍ଲଡ’ ମାଫିଆ, ଢାକାରେ ବଢୁଛି ଅପରାଧ

ଢାକା,୨।୧୨: ବାଂଲାଦେଶରେ ନିର୍ବାଚନ ପାଖେଇ ଆସୁଛି, କିନ୍ତୁ ଦେଶ ଭିତରେ ଅପରାଧୀ ଗୋଷ୍ଠୀର ବୃଦ୍ଧି ଏବଂ ଅସ୍ତ୍ରଶସ୍ତ୍ରର ବ୍ୟାପକ ଚୋରା ଚାଲାଣ ଏକ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜ…

4 days ago

ବାଂଲାଦେଶରେ ୫.୨ ତୀବ୍ରତାର ଭୂକମ୍ପ; କୋଲକାତାରେ ମୃଦୁ ଝଟକା ଅନୁଭୂତ

କୋଲକାତା,୨୧।୧୧: ଶୁକ୍ରବାର ସକାଳୁ ସକାଳୁ ବାଂଲାଦେଶର ଘୋରାଶାଲ ନିକଟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ ପଶ୍ଚିମବଙ୍ଗର କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ…

2 weeks ago

ଇଣ୍ଟରପୋଲ୍ ସହାୟତାରେ ଭାରତରୁ ଶେଖ୍ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ପ୍ରସ୍ତୁତି

ଭୁବନେଶ୍ୱର,୧୯।୧୧: ମାନବିକତା ବିରୋଧୀ ଅପରାଧ ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏବଂ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଆସାଦୁଜାମାନ୍ ଖାନ୍ କମଲଙ୍କୁ ଢାକା ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍…

2 weeks ago

ଶେଖ ହାସିନାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଣି ପରେ ପୁଣି ଅଶାନ୍ତ ହୋଇଉଠିଛି ବାଂଲାଦେଶ, ୨ ମୃତ

ଢାକା,୧୮।୧୧: ବାଂଲାଦେଶ ପୁଣିଥରେ ଶେଖ ହାସିନା ମାମଲାକୁ ନେଇ ଉଷ୍ମ ହେଉଛି। ଛାତ୍ର ବିଦ୍ରୋହ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ମୃତ୍ୟୁଦଣ୍ଡ…

3 weeks ago

ଶେଖ ହାସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି, ଏବେ କ’ଣ କରିବେ ମୋଦି

ଢାକା,୧୭।୧୧: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ ସୋମବାର ତାଙ୍କୁ ତୁରନ୍ତ ଭାରତକୁ ହସ୍ତାନ୍ତର କରିବାକୁ ଆନୁଷ୍ଠାନିକ…

3 weeks ago

ସ୍ପଷ୍ଟ କଲେ ହସିନା, ଏହିଦିନ ଫେରିବେ ବାଂଲାଦେଶ! କହିଲେ ଏମିତି କଥା

ଢାକା,୧୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ବାଂଲାଦେଶରେ ଚାଲିଥିବା ଅସ୍ଥିରତା, ଆୱାମୀ…

3 weeks ago

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା…

3 weeks ago

ବଦଳିବେ ୟୁନୁସ ସରକାର! ହାସିନାଙ୍କ ଗୋଟିଏ ଚାଲ୍‌ରେ ବାଂଲାଦେଶ ଅଶାନ୍ତ

ଢାକା,୯।୧୧: ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ବିଦ୍ରୋହରେ ପରିଣତ ହେବା ପରେ ଶେଖ ହସିନା ଦେଶ ଛାଡିବା ପରଠାରୁ, ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି,…

4 weeks ago

ସାଧାରଣ ନିର୍ବାଚନ ପୂର୍ବରୁ ଡରି ଗଲେଣି ୟୁନୁସ? କହିଲେ…

ଢାକା,୩୦।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ରହୁଛନ୍ତି। ବାଂଲାଦେଶ ବର୍ତ୍ତମାନ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ…

1 month ago

ପୁଣି ଭାରତ ସହ ବିବାଦ ସୃଷ୍ଟି କଲେ ୟୁନୁସ: ଭାରତର ଏହି ଅଞ୍ଚଳକୁ କହିଲେ ବାଂଲାଦେଶର

ଢାକା,୨୭।୧୦: ବାଂଲାଦେଶର ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ ପୁଣି ଥରେ ଭାରତର ସାର୍ବଭୌମତ୍ୱ ପ୍ରତି ଆହ୍ୱାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନର ମିଳିତ ସେନା…

1 month ago

ପ୍ରଥମଥର ପାଇଁ ନିକଟତର ହେଲେ ପାକିସ୍ତାନ-ବାଂଲାଦେଶ, ଅପରେଶନ ସିନ୍ଦୂର ପରେ ମିଶିକି ରଚୁଛନ୍ତି କି…

ଢାକା/ଇସଲାମାବାଦ,୨୭।୧୦: ବାଂଲାଦେଶର ଶାସକ, ଯାହାଙ୍କ ବର୍ବରତା ଭାରତ ସହାୟତାରେ ଏକ ସ୍ବାଧୀନ ରାଷ୍ଟ୍ର ସୃଷ୍ଟି କରିଥିଲା, ସେମାନେ ଏବେ ପାକିସ୍ତାନର ସାମରିକ କମାଣ୍ଡରଙ୍କ ସହିତ ସମ୍ପର୍କ ସ୍ଥାପନ…

1 month ago