ବାଂଲାଦେଶରେ ନିର୍ବାଚନ ତାରିଖ ଘୋଷଣା କଲେ ୟୁନୁସ ସରକାର, ଏଇ ତାରିଖରେ ହେବ… ଢାକା,୬।୬: ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି। ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି...