ଢାକା,୨୪।୧: ବାଂଲାଦେଶ ଟେଷ୍ଟ ଅଧିନାୟକ ନାଜମୁଲ ହୋସେନ ଶାଣ୍ଟୋ ବାଂଲାଦେଶ କ୍ରିକେଟ ବୋର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବାଂଲାଦେଶ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି…