Balochistan declares independence

ପାକିସ୍ତାନରୁ ଅଲଗା ହୋଇଗଲା ବାଲୋଚିସ୍ତାନ? ଭାରତ କରିବ ସାହାଯ୍ୟ!

କରାଚୀ/ନୂଆଦିଲ୍ଲୀ,୧୫।୫: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଲୋଚିସ୍ତାନ ନିଜକୁ ସ୍ବାଧୀନ ଘୋଷଣା କରିଛି। ବାଲୁଚ ନେତା ପାକିସ୍ତାନଠାରୁ ସ୍ବାଧୀନତା ଘୋଷଣା କରିଛନ୍ତି।…

7 months ago