Ayushman card holder

ଆୟୁଷ୍ମାନ କାର୍ଡଧାରୀଙ୍କୁ ଚିକିତ୍ସା କରିବନି ହସ୍ପିଟାଲ, କାରଣ ଜାଣିଲେ…

ଚଣ୍ଡିଗଡ଼,୭ା୮: ଆୟୁଷ୍ମାନ କାର୍ଡ ଯୋଜନା ସମ୍ପର୍କରେ ହରିୟାଣା ଇଣ୍ଡିଆନ ମେଡିକାଲ ଆସୋସିଏଶନ(IMA) ଏକ ବଡ଼ ନିଷ୍ପତ୍ତି ନେଇଛି। ହସ୍ପିଟାଲଗୁଡ଼ିକର ବକେୟା ବିଲ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି।…

6 months ago