Australia

ପାକିସ୍ତାନକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଖୁରମ୍‌ ଶେହଜାଦ ସିରିଜରୁ ବାଦ୍‌ ପଡ଼ିଛନ୍ତି।  ପର୍ଥରେ ଖେଳାଯାଇଥିବା ପ୍ରଥମ…

2 years ago

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ

ମୁମ୍ବାଇ,୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ୫ ମ୍ୟାଚ୍‌ ବିଶିଷ୍ଟ…

2 years ago

Video: ଦିଲ୍ଲୀରେ ‘ଗଲି କ୍ରିକେଟ୍’ ଖେଳିଲେ ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ, ଦେଖିଲେ UPI କରିସ୍ମା

ନୂଆଦିଲ୍ଲୀ,୨୦।୧୧: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ସୋମବାର ଦିଲ୍ଲୀର ଯୁବ କ୍ରିକେଟରଙ୍କ ସହ ଆଲୋଚନା କରି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ କଂପ୍ଲେକ୍ସରେ…

2 years ago

ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା: କିପରି ରହିବ ଅହମଦାବାଦର ପାଣିପାଗ, ବଡ଼ ଅପଡେଟ ଦେଲା ଭାରତୀୟ ପାଣିପାଗ ବିଭାଗ

ଅହମଦାବାଦ,୧୮।୧୧: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ବିଶ୍ୱର ଦୁଇ ମହାନ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର…

2 years ago

‘୨୦୦୩ ଭଳି ଏଥର ମଧ୍ୟ ବିଶ୍ୱକପ୍‌ ଜିତିବ ଅଷ୍ଟ୍ରେଲିଆ’

ନୂଆଦିଲ୍ଲୀ,୧୭।୧୧: ଏବେ ବିଶ୍ୱକପ୍‌ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେମେ। ଉଭୟ ଟିମ୍‌ ଶେଷଥର ଲାଗି ୨୦୦୩ରେ…

2 years ago

ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍…

2 years ago

ଦିନିକିଆରେ କେବେ ଯାଏ ଖେଳିବେ ଓ୍ବାର୍ନର, ନିଜେ କହିଲେ ଭବିଷ୍ୟତ ଯୋଜନା…

ନୂଆଦିଲ୍ଲୀ,୧୬।୧୧: ଆସନ୍ତା ବର୍ଷ ଜାନୁୟାରୀରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍‌ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନରଙ୍କ ଅନ୍ତିମ ସିରିଜ ହେବ। ଏନେଇ ସେ ପୂର୍ବରୁ…

2 years ago

ଏକା ଲଢ଼ିଲେ ମାକ୍ସଓ୍ବେଲ, ପାଦରେ ଆଘାତ ସତ୍ତ୍ୱେ ନିରବିଲାନି ବ୍ୟାଟ୍‌

ମୁମ୍ବାଇ,୧୧।୭: ଏକା ଲଢ଼ି ଦଳକୁ ଜିତାଇଲେ ଗ୍ଲେନ୍‌ ମାକ୍ସଓ୍ବେଲ। ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ୨୦୧ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜେତା…

2 years ago

ବିଶ୍ୱକପ୍‌ରେ ହେଉଥିବା ଲାଇଟ୍‌ ଶୋ’କୁ ନେଇ ପ୍ରଶ୍ନ ଉଠାଇଲେ ମାକ୍ସଓ୍ବେଲ

ନୂଆଦିଲ୍ଲୀ,୨୬।୧୦: ଆଇସିସି ବିଶ୍ୱକପ୍‌ ସମୟରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଷ୍ଟାଡିୟମରେ ଡ୍ରିଙ୍କ ବ୍ରେକ୍‌ ସମୟରେ ଲାଇଟ୍‌ ଶୋ’ର ଆୟୋଜନ କରାଯାଉଛି। ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ ଏହାକୁ…

2 years ago