ଡେଭିଡ୍ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍ ସିଡନୀ,୨୧।୨: ଶେଷ ୩ ବଲରେ ଅଷ୍ଟ୍ରେଲିଆକୁ ୧୨ ରନ ସ୍କୋର କରିବାର ଥିଲା। ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଶା ବୋଲର ଟିମ ସାଉଥୀଙ୍କ ଉପରେ ଥିଲା। ଏଥି ସହିତ କଙ୍ଗାରୁକୁ ବିଜୟକୁ ନେବା ଦାୟିତ୍ୱ ଟିମ ଡେଭିଡଙ୍କ ଉପରେ ଥିଲା। ଟିମ...