ନୂଆଦିଲ୍ଲୀ,୪।୧୧: ଚଳିତ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ସମୟରେ ଉତ୍ତେଜନାପୂର୍ଣ୍ଣ ଆଚରଣ ଯୋଗୁଁ ଆଇସିସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନର ଦ୍ରୁତ ବୋଲର…