ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୬ ଅକ୍ଟୋବର)ରୁ ଆରମ୍ଭ ହେଉଥିବା ASEAN ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ନାହିଁ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନିଜେ…