ଶ୍ରୀନଗର,୨ା୯: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ…