ସାବଧାନ! ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆସୁଛି ବଡ଼ ବିପଦ, ଲିକ୍ ହୋଇପାରେ ପର୍ସନାଲ ଡାଟା, ଜାଣନ୍ତୁ କେମିତି… ନୂଆଦିଲ୍ଲୀ,୪ା୮: ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି ତେବେ ସତର୍କ ହେବା ଜରୁରୀ ଅଟେ। ବାସ୍ତବରେ ସାଇବର କ୍ରାଇମ୍ ସମ୍ପର୍କରେ କେନ୍ଦ୍ର ସରକାର ଆଇଟି ସେଲ୍କୁ ସତର୍କ କରାଇଛନ୍ତି। ଏହା ସହିତ ଆଇଫୋନ, ଆଇପ୍ୟାଡ ଏବଂ ସମସ୍ତ ଆପଲ ୟୁଜର୍ସଙ୍କ...