ବିରାଟଙ୍କୁ ଇଗନୋର କଲେ ଅନୁଷ୍କା! ୟୁଜର୍ସ କହିଲେ ଅବନୀତ କାଣ୍ଡ ପରେ ରାଗିଛନ୍ତି… ନୂଆଦିଲ୍ଲୀ,୮।୫: ବିରାଟ କୋହଲି ଏବେ ଖବରରେ ଅଛନ୍ତି। ପ୍ରକୃତରେ, ବିରାଟ କୋହଲି ଇନଷ୍ଟାଗ୍ରାମରେ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରିଥିଲେ। ଏହା ପରେ ବିରାଟ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଥିଲେ। ଏହି ଘଟଣା ପରେ, ବିରାଟ କୋହଲି ଏବଂ...