‘ସଂଘର୍ଷର ସମାଧାନ ସାମରିକ ବ୍ୟବସ୍ଥା ନୁହେଁ’, ଆମେରିକା-ଇରାନ ଯୁଦ୍ଧବିରତି ଉପରେ ଗୁଟେରେସଙ୍କ ବଡ଼ ବୟାନ ଜେନେଭା,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ଏହି ଯୁଦ୍ଧବିରତି ବଜାୟ ରହିବା ଉଚିତ…