ନୂଆଦିଲ୍ଲୀ,୧୬।୯: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ବୟାନ ଦେଇ ମୋଦି ସରକାରଙ୍କୁ “ହିନ୍ଦୁ-ମୁସଲମାନ କାର୍ଡ ଖେଳୁଥିବା” ଅଭିଯୋଗ କରିଛନ୍ତି। ସେ କଂଗ୍ରେସ ନେତା…