ଟିମ କୁକ୍ଙ୍କ ବାର୍ଷିକ ଆୟ ୫୨୫ କୋଟି, ଏବେ ତାଙ୍କର କେତେ ସମ୍ପତ୍ତି? ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଓ୍ବାଶିଂଟନ,୨୧।୪: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ଗୋଟିଏ ଆପଲରୁ ଏକ ବଡ଼ ଖବର ଆସିଛି। ଆପଲର ଏକ ଯୁଗ ଶେଷ ହେବାକୁ ଯାଉଛି। ଆପଲର ସିଇଓ ଟିମ କୁକ୍ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଟିମ କୁକ ପ୍ରାୟ…