ମା’ ସମଲେଶ୍ଵରୀଙ୍କ ଅନ୍ନପୂର୍ଣ୍ଣା ବେଶ, ସକାଳୁ ସକାଳୁ ଭକ୍ତଙ୍କ ଭିଡ
ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ଆଜି ପବିତ୍ର ବିଜୟା ଦଶମୀ । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କ ମହାଦଶମୀ ବିହିତ ପୂଜାର୍ଚ୍ଚନା ଚାଲିଥିବାବେଳେ ଅପରାହ୍ନ ୨ଟା ୨ମିନିଟରେ ଚଣ୍ଡିହୋମ ଆରମ୍ଭ ହେବ । ଅପରାହ୍ନ…

