ପ୍ୟାରିସ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଏଆଇ ଆକ୍ସନ ସମିଟ୍ରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ତାଙ୍କ ଭାରତୀୟ ବଂଶୋଦ୍ଭବ ସ୍ତ୍ରୀ ଉଷା ଏବଂ ପୁଅମାନଙ୍କୁ ଭେଟିଛନ୍ତି।…