ଓ୍ବାଶିଂଟନ,୨୭ା୧୦: ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଶୁକ୍ରବାର ସକାଳେ ଆମେରିକାର ସେନା ପୂର୍ବ ସିରିଆର ଇରାନର ରିଭୋଲ୍ୟୁସନାରୀ ଗାର୍ଡ କାର୍ପସ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି। …