ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ପଡ଼ିଆରେ ପଶିଗଲେ ଯୁବକ: ପାନେ ଦେଲେ ମହିଳା କ୍ରିକେଟର୍ ବେଙ୍ଗାଲୁରୁ,୨୯।୨: ମହିଳା ପ୍ରିମିୟର ଲିଗ ୨୦୨୪ର ଷଷ୍ଠ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ୟୁପି ଚମତ୍କାର ପ୍ରଦର୍ଶନ କରି ୭ ଇକେଟ ଜିତିଥିଲା। ମ୍ୟାଚ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ...