ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି…