ଜେରୁଜେଲମ,୨୭।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨୧ ଦିନ ପୂରଣ ହୋଇଥିଲେ ମଧ୍ୟ ଏବେବି କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଇସ୍ରାଏଲ ସେନା…