Aishwarya Rai Bachchan

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

2 months ago

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ନୂଆଦିଲ୍ଲୀ,୯।୯: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର…

5 months ago

ଦିନେ ଅମିତାଭ ବଚ୍ଚନଙ୍କୁ ବିବାହ କରିବାକୁ ଚାହୁଁଥିଲେ ରାଣୀ, ହେଲେ ଅଭିଷେକଙ୍କ ସହ କରୁଥିଲେ…

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ରାଣୀ ମୁଖାର୍ଜୀ ତାଙ୍କର ଚମତ୍କାର ଅଭିନୟ ବଳରେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଣୀ ପ୍ରସିଦ୍ଧ…

8 months ago

ବିବାହ ବାର୍ଷିକୀରେ ଏମିତି କାମ କଲେ ଐଶ୍ୱର୍ଯ୍ୟା: ବଢୁଛି ଚର୍ଚ୍ଚା

ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ ଗତ କିଛି ମାସ ଭଲ ନ ଥିଲା। ବଚ୍ଚନ ପରିବାର ମଧ୍ୟରେ ଫାଟ…

10 months ago

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ କୋର୍ଟ ଗଲେ ଝିଅ ଆରାଧ୍ୟା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଚାଲିଛି। କିନ୍ତୁ ଉଭୟ ଏନେଇ ଚୁପ୍‌ ଅଛନ୍ତି। ଏସବୁ ଭିତରେ ଝିଅ ଆରାଧ୍ୟା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।…

1 year ago

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ନୂଆ ଫିଲ୍ମ ପାଇଁ ସାଇନ୍ କଲେ ଅଭିଷେକ-ଐଶ୍ୱର୍ଯ୍ୟା, ଏକାଠି ଆସିବେ ନଜର

ନୂଆଦିଲ୍ଲୀ, ୭।୧୧: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଗୋଟେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବରିଷ୍ଠ ନିର୍ଦ୍ଦେଶକ…

1 year ago

ଅଭିଷେକଙ୍କ ସହ ପ୍ରତ୍ୟେକ ଦିନ ହେଉଥିଲା ଝଗଡା, ଖୁଲାସା କରି ଜାଣନ୍ତୁ କ’ଣ କହିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ଅଟନ୍ତି। ଏହି ଦମ୍ପତି ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ…

1 year ago