ବିଏକୁ ଓଡ଼ିଶାର ଶ୍ରେଷ୍ଠ ୫ଜି ନେଟ୍ୱର୍କ ପୁରସ୍କାର ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ (ବିଏ)କୁ ନିକଟରେ ଓଡ଼ିଶାର ଶ୍ରେଷ୍ଠ ୫ଜି ନେଟ୍ଓ୍ବର୍କ ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି। ଏପରିକି ନେଟ୍ୱର୍କ ଓ ଗ୍ରାହକଙ୍କ ପାଇଁ ସ୍ବାଧୀନ ବିଶ୍ୱସ୍ତରୀୟ ମାନକ ଓପନ୍ ସିଗ୍ନାଲ ପକ୍ଷରୁ...