ଚାହୁଁଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ଚାଣକ୍ୟଙ୍କ ଏହି ୩ କଥା, ବଦଳାଇଦେବ ପୂରା ଜୀବନ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏକ ସଫଳ ଜୀବନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରେ। ଚାଣକ୍ୟଙ୍କ ଅନୁସାରେ, ସଫଳତା ଏବଂ ସଠିକ ଦିଗ ପାଇଁ ତିନୋଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଶୃଙ୍ଖଳା: ପ୍ରଥମତଃ ଶୃଙ୍ଖଳା।…

