ନୂଆଦିଲ୍ଲୀ,୨୫।୯: ଭାରତ ବୁଧବାର ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ଏକ ସଫଳ ପରୀକ୍ଷଣ କରିଛି, ଯାହାର ରେଞ୍ଜ ୨,୦୦୦ କିଲୋମିଟର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ…