ବୈଭବଙ୍କ ନିଶ-ଦାଢି ଦେଖି ସଭିଏଁ ଆଶ୍ଚର୍ଯ୍ୟ, ଫଟୋ ଭାଇରାଲ ପରେ ବୟସକୁ ନେଇ ଉଠିଲା ପ୍ରଶ୍ନ, ଜାଣନ୍ତୁ ଏହାର ସତ୍ୟତା ନୂଆଦିଲ୍ଲୀ,୧୯।୫: ରାଜସ୍ଥାନ ରୟାଲ୍ସର ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସର ସବୁଠାରୁ କମ ବୟସ୍କ ଖେଳାଳି, ଯିଏ ୧୩ ବର୍ଷ ବୟସରେ ଆଇପିଏଲ ଦଳରେ ସ୍ଥାନ ପାଇଥିଲେ ଏବଂ ୧୪ ବର୍ଷ ବୟସରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ତାଙ୍କର...