Afgaistan Earthquake

ଭୂକମ୍ପ ଯୋଗୁ ଆଫଗାନିସ୍ତାନରେ ହାହାକାର, ୫ଶହରୁ ଅଧିକ ହେଲାଣି ମୃତ୍ୟୁସଂଖ୍ୟା

କାବୁଲ,୧।୯: ଆଫଗାନିସ୍ତାନରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର (୩୧ ଅଗଷ୍ଟ) ରାତିରେ ହୋଇଥିବା ଭୂକମ୍ପ ଯୋଗୁ ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି।…

3 months ago