ବଲିଉଡ୍ରେ ହଇଚଇ; ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼!
ନୂଆଦିଲ୍ଲୀ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ । ମୁମ୍ବାଇର ଜୁହୁର ପୁଷ୍ପା ପାର୍କ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଇଗର ଶ୍ରଫ୍ଙ୍କ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଅଟୋ ରିକ୍ସା ଚାଳକ ମଧ୍ୟ ଆହତ…

