Actor Shreyas Talpad

ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଲା ହୃଦଘାତ, ପୁଷ୍ପା ପିଲ୍ମରେ ସ୍ୱର ଦେଇ ଆସିଥିଲେ ଚର୍ଚ୍ଚାରେ

ଭୁବନେଶ୍ୱର,୧୪।୧୨: ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଛି ହୃଦଘାତରେ। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଆନ୍ଧେରିର ବେଲେଭ୍ୟୁ ହସ୍ପିଟାଲରେ ୪୭ବର୍ଷିୟ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି। ହୃଦଘାତ ପରେ ଶ୍ରେୟାସଙ୍କ ଉପରେ…

2 years ago