ସିଜେପି ମୁଖ୍ୟ ଅଭିଜିତ୍ ଦୀପ୍କେଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୧୭ା୧୦: କକ୍ରୋଚ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ଏକ ଶାନ୍ତି ବଣ୍ଡ୍ରେ ସ୍ବାକ୍ଷର କରିବା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି। ଦୀପ୍କେଙ୍କୁ ଦିଲ୍ଲୀର ଟେମ୍ପଲ ମାର୍ଗ ପୋଲିସ ଷ୍ଟେଶନରେ ଏସ୍ଇଏମ୍ କୋର୍ଟରେ…

