ଜମ୍ମୁ-କଶ୍ମୀରରେ ପ୍ରବଳ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଗାଁ ବୁଡ଼ି ଯିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଛି। ଏଠାରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ…