ରେକର୍ଡ ପ୍ରଫିଟ୍ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍ ଆକାରରେ ଦେବାକୁ ଘୋଷଣା କରିଛି। କରୋନା ସମୟରେ କରିଥିବା ପରିଶ୍ରମ ପାଇଁ ୨୦୨୩ ରେ କମ୍ପାନୀ ୬.୬୫ ମାସର...