360-degree swing

ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା

ରିୟାଦ,୧।୮: ସାଉଦି ଆରବର ତାଇଫ ସହରରେ ଅବସ୍ଥିତ ଏକ ମନୋରଞ୍ଜନ ପାର୍କ ବା ଆମ୍ୟୁଜମେଣ୍ଟ ପାର୍କରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାର୍କରେ ଥିବା ଏକ ୩୬୦…

6 months ago