ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ସୀମାରେ ଶାନ୍ତି ରହିଛି। ସୋମବାର ଉଭୟ ଦେଶର ଡିଜିଏମଓ ଏହି ଅସ୍ତ୍ରବିରତି ଉପରେ ଆଲୋଚନା କରିବେ।…