154-storey apartment

ନିର୍ମାଣ ହେଉଛି ୧୫୪ ମହଲା ଆପାର୍ଟମେଣ୍ଟ

ବ୍ରାସିଲିଆ: ସମ୍ପ୍ରତି ବ୍ରାଜିଲର ବାଲ୍‌ନେରିଓ କାମ୍ବୋରିଉ ସହରରେ ବିଶ୍ୱର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନାମ ସେନା ଟାୱାର ରଖାଯିବ ବୋଲି ଜଣାପଡ଼ିଛି।…

7 months ago