12 dead

କାର୍‌ ଭିତରେ ଭୟଙ୍କର ବିସ୍ଫୋରଣ: ୧୨ ମୃତ, ଅନେକ ଆହତ

ଇସଲାମାବାଦ,୧୧ା୧୧: ମଙ୍ଗଳବାର ଅପରାହ୍ନରେ ପାକିସ୍ତାନର ରାଜଧାନୀ ଇସଲାମାବାଦର ଜିଲା କୋର୍ଟ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ଅତି କମ୍‌ରେ ୧୨ ଜଣଙ୍କର ମୃତ୍ୟୁ…

2 months ago