ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା
ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ନିଶ୍ଚିତ କରିଛି ଯେ, ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ, ଯେଉଁମାନେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ଜଡ଼ିତ ଥିଲେ,...