ପଟ୍ଟାମୁଣ୍ଡାଇ,୩୦।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ରାଜନଗର ଗୁପ୍ତି ଘାଟରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖାଯାଇଛି। ଯୁବକ ଜଣକ ବଙ୍ଗଳାରେ କଥା ହେଉଥିବା ବେଳେ ତାଙ୍କ ପାଖରେ ବନ୍ଧୁକ ରହିଛି। ସ୍ଥାନୀୟ ଲୋକ ଯୁବକଙ୍କୁ ଅଟକ ରଖିଛନ୍ତି। ତେବେ ତାଙ୍କ ପରିଚୟ ଜଣାପଡ଼ି ନାହିଁ।